ଡାକ୍ତରଖାନାରେ ପାଣି, ଆଇସିୟୁରେ ପହଁରିଲେ ମାଛ

ପାଟନା: ଲଗାଣ ବର୍ଷା ଯୋଗୁ ବିହାରର ଏକାଧିକ ସରକାରୀ ଡାକ୍ତରଖାନାରେ ପାଣି ପଶିଯାଇଛି। ତେବେ ନାଳନ୍ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ମଧ୍ୟରେ ଆଣ୍ଟୁଏ ପାଣି ଲହରୀ ମାରୁଥିବା ଦେଖିବାକୁ ମିଳିଛି। ଏଠାରେ ଆଇସିୟୁରେ ପଶିଛି ନାଳ ଓ କାଦୁଅ ମିଶା ବର୍ଷା ଜଳ। ହସ୍ପିଟାଲ୍‌ର କରିଡର୍‌ ଓ ବିଭିନ୍ନ ୱାର୍ଡରେ ମଧ୍ୟ ମଇଳା ମିଶା ବର୍ଷା ପାଣି ଜମି ରହିଛି। ଫଳରେ ଡାକ୍ତର ଓ କର୍ମଚାରୀମାନେ ସେହି ଅପରିସ୍କାର … Continue reading ଡାକ୍ତରଖାନାରେ ପାଣି, ଆଇସିୟୁରେ ପହଁରିଲେ ମାଛ